ବିଶେଷ ଖବର POK କୁ ଫେରାଇ ଆଣିବା ପାଇଁ ସେନା ପ୍ରସ୍ତୁତ, କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା: ଚିନାର କର୍ପସ କମାଣ୍ଡର ଶ୍ରୀନଗର: ପାକିସ୍ତାନ ଅଧିକୃତ କାଶ୍ମୀରକୁ ମୁକ୍ତ କରିବା ପାଇଁ ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ସରକାରଙ୍କ ଆଦେଶକୁ ଅପେକ୍ଷା କରିଛି। ଏହି ସୂଚନା ନିଜେ ଚିନାର କର୍ପସର…