ଆଜିର ଖବର କଟକ ଏନଆରଆରଆଇ ଠାରେ ଆଇସିଏଆର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ ଭୁବନେଶ୍ବର: ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନ ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର)ର ଆଞ୍ଚଳିକ କମିଟି-୨ର ୨୬ତମ ବୈଠକ ଅନୁଷ୍ଠିତ ହୋଇଯାଇଛି।…