ଆଜିର ଖବର ରେଢ଼ାଖୋଲ ଢୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଟିମାକୁ ଏନକାଉଣ୍ଟର: ୩ ସହଯୋଗୀ ଗିରଫ ରେଢ଼ାଖୋଲ (କନ୍ଦର୍ପ ବେହେରା): ଆଜି ଭୋରରୁ ରେଢ଼ାଖୋଲ ଥାନା ଢ଼ୁଙ୍କଛାଲି ଜଙ୍ଗଲରେ ଦୁର୍ଦ୍ଧାନ୍ତ ଅପରାଧୀ ଧନେଶ୍ଵର ଝାଙ୍କର ଓରଫ ଟିମାକୁ ଏନକାଉଣ୍ଟର କରିଛି ପୋଲିସ। ତାର ଡାହାଣ…