ଆଜିର ଖବର ସୁପ୍ରିମକୋର୍ଟଙ୍କ ବଡ ରାୟ,ଏଣିକି ଝିଅମାନେ ଏନଡିଏ ପରୀକ୍ଷାରେ ନେଇପାରିବେ ଭାଗ ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ଏନଡିଏ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ଏନଡିଏରେ ଆଡମିଶନ ନିଷ୍ପତ୍ତି ନିଆଯିବ। କିନ୍ତୁ ସୁପ୍ରିମକୋର୍ଟ ଆଜି ବଡ ରାୟ ଦେଇଛନ୍ତି। ନ୍ୟାସନାଲ…