ଜାତୀୟ ଖବର ଧର୍ମାନ୍ତରୀକରଣ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନଭିନ, ଦିଲ୍ଲୀ ସମେତ ଛଅଟି ସ୍ଥାନରେ କଲା ଯାଞ୍ଚ ନୂଆଦିଲ୍ଲୀ, ଜବରଦସ୍ତ ଧର୍ମାନ୍ତରୀକରଣ ମାମଲାରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର 6ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଯାଞ୍ଚ କରିଛି। ନିର୍ଦ୍ଦେଶାଳୟର ଏକ ବିବୃତ୍ତିରେ କୁହାଯାଇଛି ଯେ ଆତଙ୍କବାଦୀ ବିରୋଧୀ…