ବିଶେଷ ଖବର ମାଗଣା ବିଦ୍ୟୁତ୍, ଜଳ ଏବଂ ଶିକ୍ଷାକୁ ଫ୍ରିବିଜ୍ କୁହାଯାଇପାରିବ କି?: ସିଜେଆଇ ରମନାଙ୍କ ପ୍ରଶ୍ନ ନୂଆଦିଲ୍ଲୀ: ରାଜନୈତିକ ଦଳର ମୁକ୍ତ ଯୋଜନା ସମ୍ପର୍କରେ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି। ସିଜେଆଇ ଏନଭି ରମନାଙ୍କ ନେତୃତ୍ୱରେ ଏକ ବେଞ୍ଚ ଦ୍ୱାରା ସମଗ୍ର ମାମଲାର ଶୁଣାଣି ହେଉଛି।…