ଆଜିର ଖବର ହରିୟାଣାରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସାଂଘାତିକ କର୍କଟ ରୋଗ, ଦୁଇ ବର୍ଷରେ ୮୮୮ ମୃତ ନୂଆଦିଲ୍ଲୀ: ସବୁଜ ତଥା ସମୃଦ୍ଧ ରାଜ୍ୟ ଭାବରେ ପରିଗଣିତ ହରିୟାଣା ବର୍ତ୍ତମାନ ଏକ ମାରାତ୍ମକ ରୋଗରେ ପୀଡିତ ଥିବା ଜଣାପଡିଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚର…