ଆଜିର ଖବର ରାଷ୍ଟ୍ରପତି ପାଇଁ ବିରୋଧୀ ଦଳ ତରଫରୁ ନାମାଙ୍କନ ଦାଖଲ କଲେ ଯଶବନ୍ତ ସିହ୍ନା ନୂଆଦିଲ୍ଲୀ: ଆଜି ରାଜ୍ୟସଭା ମହାସଚିବଙ୍କ ନିକଟରେ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥପତ୍ର ଦାଖଲ କରିଛନ୍ତି ଯଶବନ୍ତ ସିହ୍ନା। ସେ ବିରୋଧୀଦଳର ମିଳିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢେଇ…