ଆଜିର ଖବର ଭାରତୀୟ ନେଭିଗେସନ୍ ବ୍ୟବସ୍ଥାରେ ଏକ ନୂଆ ଅଧ୍ୟାୟ: ସଫଳ ହେଲା ଏନ୍.ଭି.ଏସ୍.-୦୩ ରକେଟ୍ ଉତକ୍ଷେପଣ ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ରାତ୍ରୀକାଳୀନ ଅଭିଯାନରେ ଏନ୍.ଭି.ଏସ୍.-୦୩ ନେଭିଗେସନ୍ ଉପଗ୍ରହକୁ ସଫଳତାର ସହ ମହାକାଶକୁ ପଠାଯାଇଛି। ଜି.ଏସ୍.ଏଲ୍.ଭି.-ଏଫ୍-୧୮ ମିଶନର ଏହି…