ଆଜିର ଖବର ଜୁଲାଇ ୧ ରୁ ଆରମ୍ଭ ହେବ ଅମରନାଥ ଯାତ୍ରା, ଏପ୍ରିଲ ୧୭ ରୁ ପଞ୍ଜୀକରଣ ନୂଆଦିଲ୍ଲୀ: ସରକାର ଅମରନାଥ ଯାତ୍ରା ପାଇଁ କାର୍ଯ୍ୟସୂଚୀ ପ୍ରକାଶ କରିଛନ୍ତି। ଏହି ଯାତ୍ରା ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ଆରମ୍ଭ ହୋଇ ୬୨ ଦିନ ପର୍ଯ୍ୟନ୍ତ…