ଆଜିର ଖବର ଦେଶରେ ପର୍ଯ୍ୟାପ୍ତ ଚିନି ଉପଲବ୍ଧ ଅଛି: କେନ୍ଦ୍ର ନୂଆଦିଲ୍ଲୀ: ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ ରଖିଛନ୍ତି। ଯଦିଓ ଏପ୍ରିଲ୍-ମେ ୨୦୨୩ ରେ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ…