ଆଜିର ଖବର ଆସନ୍ତା ୧୭ ରେ ଓଡ଼ିଶା ବନ୍ଦ: ଘୋଷଣା କଲେ ପିସିସି ସଭାପତି ଭକ୍ତ ଚରଣ ଦାସ ଭୁବନେଶ୍ଵର: ବାଲେଶ୍ଵର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ସମଗ୍ର ଓଡିଶା ସ୍ତବ୍ଧ ହୋଇଯାଇଛି। ରାଜ୍ୟରେ ସରକାରଙ୍କ ବିରୋଧରେ ଅସନ୍ତୋଷର ନିଆଁ ଜଳୁଛି। ଏହିକ୍ରମରେ ରାଜ୍ୟରେ…