ଅନ୍ତରାଷ୍ଟ୍ରୀୟ ଭାରତକୁ ପରାସ୍ତ କରିବା ପରେ ଉତ୍ସବ ମୁଖର ହେଲା ପାକିସ୍ତାନ: ଇମ୍ରାନ ଖାନ ଦେଲେ ଏଭଳି ମନ୍ତବ୍ୟ ନୂଆଦିଲ୍ଲୀ: ଆଇସିସି ବିଶ୍ୱକପରେ ଭାରତ ବିରୋଧରେ କ୍ରମାଗତ ୧୨ଟି ମ୍ୟାଚ୍ ହାରିବା ପରେ ଗତକାଲି ଏଥିରୁ ବ୍ରେକ ଲାଗିଛି। ଗତକାଲି ଭାରତକୁ ପରାଜିତ କରିବା ପରେ ପାକିସ୍ତାନର…