ଆଜିର ଖବର ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅଧୀନରେ ୨,୫୨,୯୯୫ ପ୍ରକଳ୍ପକୁ ମଞ୍ଜୁରି ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଗଠନ କରାଯାଇଛି। ଖଣି ଓ ଖଣିଜ (ଉନ୍ନୟନ…