ଆଜିର ଖବର ଏମଏସପି ପରିଚାଳନା ଅଧୀନରେ ହୋଇଥିବା କ୍ଷତି ଭରଣା ନିମନ୍ତେ ବ୍ୟୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି ବୈଠକରେ ଭାରତୀୟ କପା ନିଗମ (ସିସିଆଇ)କୁ ୧୭,୪୦୮.୮୫ କୋଟି ଟଙ୍କାର ପ୍ରତିଶ୍ରୁତିବଦ୍ଧ…