ଆଜିର ଖବର କଙ୍ଗନା ରାନାୱାତଙ୍କ ଚଳଚିତ୍ର ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ ଦିଆଯିବ ବାଦ ନୂଆଦିଲ୍ଲୀ: କଙ୍ଗନା ରଣାୱତଙ୍କ ଅଭିନିତ ‘ଏମରଜେନ୍ସି’ ମୁକ୍ତିଲାଭ କରିବ, ହେଲେ କେତେକ ଦୃଶ୍ୟକୁ କାଟିବାକୁ ପଡିବ। ଆଜି ଏହି ଘୋଷଣା କରିଛି କେନ୍ଦ୍ର ଚଳଚିତ୍ର ସେନସର ବୋର୍ଡ।…