ଆଜିର ଖବର ତନଭିଙ୍କ ଚିକିତ୍ସା ଏବଂ ପରିସ୍ଥିତିର ସମୀକ୍ଷା ପାଇଁ ଏମ୍ସ ନୂଆଦିଲ୍ଲୀ ପକ୍ଷରୁ କମିଟି ଗଠିତ ନୂଆଦିଲ୍ଲୀ: ନୂଆଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଏକ ଜଟିଳ ଜନ୍ମଗତ ହୃଦରୋଗ ସହିତ ସଂସ୍ଥାନରେ ଭର୍ତ୍ତି ହୋଇଥିବା ତନଭିଙ୍କ ମାମଲା ସମ୍ବନ୍ଧରେ ଗଣମାଧ୍ୟମ ରିପୋର୍ଟ…