ଆଜିର ଖବର ମଣିଜଙ୍ଗା ଏମ୍.ସି.ଆଇ.ଆଇ ବିଭାଗର ମହାଦୁର୍ନୀତି: ଜିଲ୍ଲାପାଳ ଓ ଫାଇବ୍ ଟିର ଦ୍ୱାରସ୍ଥ ହେଲେ ଗ୍ରାମବାସୀ ରମେଶ ମହାନ୍ତି ଜଗତସିଂହପୁର: ଗ୍ରାମାଞ୍ଚଳରେ ଚାଷକାର୍ଯ୍ୟର ଉନ୍ନତି ପାଇଁ ଜଳସେଚନର ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି। ହେଲେ କିଛି ଅସାଧୁ…