ଆଜିର ଖବର ଦଳ ଛାଡିଲେ ତେଲେଙ୍ଗାନାର କଂଗ୍ରେସ ନେତା: ରାହୁଲ ଗାନ୍ଧୀଙ୍କ ଉପରେ ଆଣିଲେ ଏଭଳି ଅଭିଯୋଗ ନୂଆଦିଲ୍ଲୀ: କଂଗ୍ରେସରେ ଚାଲିଥିବା ବିବାଦ ମଧ୍ୟରେ ଦଳର ପୂର୍ବତନ ରାଜ୍ୟସଭା ସାଂସଦ ତଥା ତେଲେଙ୍ଗାନା କଂଗ୍ରେସ ନେତା ଏମ.ଏ ଖାନ ଶନିବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି।…