ଆଞ୍ଚଳିକ ସର୍ବ ଭାରତୀୟ ପରୀକ୍ଷା ନିଟରେ କୃତକାର୍ଯ୍ୟ ହୋଇ ବେଗୁନିଆପଡା ପାଇଁ ଗୌରବ ଆଣିଲେ ଏମ. ଶୃତୀ ସାଗରିକା ପିଣ୍ଟୁ ବିଷୋୟୀ ବେଗୁନିଆପଡା: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) -୨୦୨୦ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବେଗୁନିଆପଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଏମ. ଶୃତୀ…