ଆଜିର ଖବର ପୂର୍ବ ଶତ୍ରୁତା ଯୋଗୁଁ ଆକ୍ରମଣ, ମହିଳାକୁ ଅସଦାଚରଣ ଅଭିଯୋଗ ଜଗତସିଂହପୁର: ଏରସମା ଥାନା ଗୋଡା ଗ୍ରାମରେ ପୂର୍ବ ଶତ୍ରୁତା କେନ୍ଦ୍ରକରି ଯୋଜନାବଦ୍ଧ ଭାବେ ସଂଗବଦ୍ଧ ହୋଇ ଜଣେ ବ୍ୟକ୍ତିକୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସୌମିତ୍ର ଦାସ…