ଜାତୀୟ ଖବର ଏୟାର କଣ୍ଡିସନର, ଏଲଇଡି ଲାଇଟ୍ସ ଉତ୍ପାଦନ ପାଇଁ କେନ୍ଦ୍ରର ପ୍ରୋତ୍ସାହନ, ୬୨୩୮ କୋଟି ଟଙ୍କାର ବଜେଟ୍ ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତର ସଂକଳ୍ପକୁ ସାକାର ସାକାର କରିବା ଦିଗରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…