ଅନ୍ତରାଷ୍ଟ୍ରୀୟ ଏଲନ୍ ମସ୍କଙ୍କ ସ୍ୱପ୍ନର ପ୍ରକଳ୍ପ ହେଲା ଧ୍ଵସ୍ତ: ପରୀକ୍ଷଣ ସମୟରେ ବିସ୍ଫୋରଣ ହେଲା ସବୁଠୁ ବଡ ରକେଟ୍ ନୂଆଦିଲ୍ଲୀ: ଆଜି ପରୀକ୍ଷା ସମୟରେ ବିଶ୍ୱର ସବୁଠୁ ବଡ ରକେଟ୍ ସ୍ପେସ୍ ଏକ୍ସ ଷ୍ଟାରସିପ୍ ବିସ୍ଫୋରଣ ହୋଇଛି। ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସ ଟୁଇଟ୍ କରି…