ଆଜିର ଖବର ଏବେ ଇସ୍ରାଏଲରେ ଚାକିରି କରିବାକୁ ସମର୍ଥ ହେବେ ଭାରତୀୟ ନାଗରିକ, ଅନେକ କ୍ଷେତ୍ରରେ ସୁଯୋଗ ନୂଆଦିଲ୍ଲୀ: ଇସ୍ରାଏଲର ବୈଦେଶିକ ମନ୍ତ୍ରୀ ଏଲି କୋହେନ ମଙ୍ଗଳବାର ଦିନ ଭାରତ ଗସ୍ତ କରିଛନ୍ତି। ଏହି ସମୟରେ ସେ ବାଣିଜ୍ୟ, ଆଞ୍ଚଳିକ ସଂଯୋଗ ଏବଂ ପ୍ରତିରକ୍ଷା ଭଳି…