ଆଜିର ଖବର “ମିଶନ ଶକ୍ତି କାଫେ”: ଏସଏଚଜି ମା’ଙ୍କୁ ଜୀବିକା, ସ୍ୱାସ୍ଥ୍ୟକର ପରିବେଶ ଭିତରେ ଲୋକଙ୍କୁ ମିଳୁଛି ଖାଦ୍ୟ ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବ୍ଲକ୍ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଲୋକମାନଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଖୋଲାଯାଇଛି “ମିଶନ ଶକ୍ତି କାଫେ”। ମହିଳା ସ୍ୱୟଂ…