ଆଜିର ଖବର ୬ ଦିନ ଯାଏଁ ପେଟ୍ରୋଲ-ଡିଜେଲ ଦାମ ସ୍ଥିର: ଏମିତି ଚେକ୍ କରିପାରିବେ ଆପଣଙ୍କ ସହରର ତୈଳ ଦର ନୂଆଦିଲ୍ଲୀ: ଗତ ୬ ଦିନ ଧରି ଦେଶରେ ପେଟ୍ରୋଲ-ଡିଜେଲ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ। ମାର୍ଚ୍ଚ ୩୦ ତାରିଖରେ ପେଟ୍ରୋଲ ଦାମରେ ୨୨ ପଇସା ଏବଂ ଡିଜେଲ…