ଆଜିର ଖବର ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ କେନ୍ଦ୍ର ଉଦ୍ଘାଟିତ ଭୁବନେଶ୍ଵର: ଆଜି ଯାଜପୁର ଜିଲ୍ଲା ତେନ୍ତୁଳିଖୁଣ୍ଟା ଠାରେ ସଫ୍ଟଓୟାର ଟେକ୍ନୋଲୋଜି ପାର୍କ ଅଫ୍ ଇଣ୍ଡିଆ (ଏସଟିପିଆଇ) କେନ୍ଦ୍ରର ଉଦ୍ଘାଟନ ହୋଇଯାଇଛି। ଏହି ନୂତନ ଏସଟିପିଆଇ କେନ୍ଦ୍ରକୁ କେନ୍ଦ୍ର…