ଏସସିବିରୁ ଫେରାର

ଭୁବନେଶ୍ବର: ଏସସିବିରୁ ଫେରାର ହୋଇଥିବା ଗ୍ୟାଙ୍ଗଷ୍ଟାର ହାଇଦର ଘଟଣାରେ ଡ଼ିଜିପିଙ୍କ ନେତୃତ୍ଵରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ପୋଲିସ କମିଶନର ସୋମେନ୍ଦ୍ର ପ୍ରିୟଦର୍ଶୀ ଏହି ବୈଠକରେ ଉପସ୍ଥିତ…