ଏସିଆନ୍ ଗେମ୍ସ ୨୦୨୨

ନୂଆଦିଲ୍ଲୀ: କରୋନା ମହାମାରୀ ହେତୁ ଏସୀୟ ଗେମ୍ସ ୨୦୨୨ କୁ ସ୍ଥଗିତ ରଖାଯାଇଛି। ଚାଇନାର ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏସିଆ ଅଲିମ୍ପିକ୍ କାଉନସିଲ୍ କହିଛି…