ବିଶେଷ ଖବର ଏସିଆ ପାୱାର ଇଣ୍ଡେକ୍ସ: ଜିନ୍ପିଙ୍ଗ୍ଙ୍କ ପରେ ପ୍ରଧାନମନ୍ତ୍ରୀ ମୋଦୀ ସବୁଠୁ ପ୍ରଭାବଶାଳୀ ନେତା ବେଜିଂ/ ନୂଆଦିଲ୍ଲୀ: ଆଞ୍ଚଳିକ କୂଟନୀତି ଓ ନେତୃତ୍ୱ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଭାବ ଆହୁରି ସୁଦୃଢ଼ ହୋଇଛି। ଅଷ୍ଟ୍ରେଲିଆର ଲୋଇ ଇନ୍ଷ୍ଟିଚ୍ୟୁଟ୍ ପକ୍ଷରୁ ପ୍ରକାଶିତ ୨୦୨୬…