ଅନ୍ତରାଷ୍ଟ୍ରୀୟ ସ୍କ୍ୱାସ୍ ପରେ ହକିରେ ପାକିସ୍ତାନକୁ ଧୁଳି ଚଟାଇଲ ଭାରତ: ଏକପାଖିଆ ମ୍ୟାଚରେ ୧୦-୨ ରେ ଜିତିଲା ମ୍ୟାଚ ନୂଆଦିଲ୍ଲୀ: ଏସୀୟ ଗେମ୍ସ-୨୦୨୩ ରେ ଭାରତୀୟ ହକି ଦଳ ପାକିସ୍ତାନ ବିପକ୍ଷ ପୁଲ-ଏ ମ୍ୟାଚରେ ଏକ ଐତିହାସିକ ପ୍ରଦର୍ଶନ କରିଛି। ଭାରତ ଏହି ମ୍ୟାଚକୁ ୧୦-୨ ବ୍ୟବଧାନରେ…