ରାଜ୍ୟ ଖବର ଜିଆରଏସ୍ ନିଯୁକ୍ତି ନେଇ ହାଇକୋର୍ଟଙ୍କ ରାୟ: ଲାଗୁ ହେବ ଏସ୍ସି-ଏସ୍ଟି ସଂରକ୍ଷଣ ବ୍ୟବସ୍ଥା କଟକ: ଗ୍ରାମ ରୋଜଗାର ସେବକ (ଜିଆରଏସ୍) ନିଯୁକ୍ତିରେ ଅନୁସୂଚିତ ଜାତି (ଏସ୍ସି) ଓ ଅନୁସୂଚିତ ଜନଜାତି (ଏସ୍ଟି) ସଂରକ୍ଷଣ ପ୍ରସଙ୍ଗରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।…