ଆଜିର ଖବର ବାଲିଗୁଡ଼ା ଏନ୍ ଏ ସି ପକ୍ଷରୁ ସାଇକେଲ ବଣ୍ଟନ କୈଳାଶ ଚନ୍ଦ୍ର ଚୌଧୁରୀ ବାଲିଗୁଡ଼ା: ଆଜି ସାରା ରାଜ୍ୟରେ ଏସ୍ ଏଚ୍ ଜି ଗୋଷ୍ଠୀ ସହାୟକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮ ହଜାର ସାଇକେଲ ବଣ୍ଟନ କରିଛନ୍ତି।…