ଆଜିର ଖବର ମେ ୧୨ ପର୍ଯ୍ୟନ୍ତ GoFirst ର ସମସ୍ତ ବିମାନ ବାତିଲ, ଯାତ୍ରୀମାନଙ୍କୁ ଏହା କହିଲା କମ୍ପାନୀ ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଏୟାରଲାଇନ୍ସ କମ୍ପାନୀ ଗୋ ଫାଷ୍ଟ, ମେ ୧୨ ତାରିଖ ପର୍ଯ୍ୟନ୍ତ ସମସ୍ତ ବିମାନ ଉଡ଼ାଣ ବାତିଲ କରିବାକୁ ନିଷ୍ପତ୍ତି…