ଅନ୍ତରାଷ୍ଟ୍ରୀୟ ସୁନା ଖଣିରେ ଏୟାରଷ୍ଟ୍ରାଇକ: ୭୨ ଶ୍ରମିକ ନିହତ ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ସୁଦାନରେ ଏକ ବଡ଼ଧରଣର ବିମାନ ଆକ୍ରମଣ ଘଟିଛି। ସୁଦାନ-ମିଶର ସୀମାନ୍ତବର୍ତ୍ତୀ ଏକ ବିବାଦୀୟ ଅଞ୍ଚଳରେ ଥିବା ସୁନା ଖଣି ଉପରେ ହୋଇଥିବା ଏହି…