ଆଞ୍ଚଳିକ ବାଲୁଗାଁ: ପୋଖରୀରେ ବୁଡ଼ି ଛାତ୍ର ମୃତ, ଚଳିତ ମାଟ୍ରିକ ପରୀକ୍ଷାରେ ‘ଏ’ ଗ୍ରେଡରେ ହୋଇଥିଲେ ଉତ୍ତୀର୍ଣ୍ଣ ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ରଘୁନାଥପୁର (ଲୂଣୁପୁଟ) ଗ୍ରାମର ଜଣେ ନାବାଳକ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଥିବା…