ଅପରାଧ ୧,୪୪,୦୦୦ କେଜିର ଡ୍ରଗ୍ସ ନଷ୍ଟ କରାଯିବାକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ନୂଆଦିଲ୍ଲୀ: ୧,୪୪,୦୦୦ କେଜି ଭଳି ବିପୁଳ ପରିମାଣର ଡ୍ରଗ୍ସ ନଷ୍ଟ କରି ଭାରତ ହାସଲ କରିଥିବା ଐତିହାସିକ ଉପଲବ୍ଧିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି। ସ୍ୱରାଷ୍ଟ୍ର…