ଆଜିର ଖବର ବାଣପୁର ପ୍ରଶାସନର ଅବହେଳା ଯୋଗୁଁ କ୍ଷୁର୍ଣ୍ଣ ହେଉଛି ଐତିହାସିକ ପଲଟଣ ପଡିଆର ଅସ୍ଥିତ୍ଵ: ବିରୋଧ କଲା ସାମ୍ବାଦିକ ସଂଘ ସୀତାରାମ ଅଗ୍ରୱାଲ ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟନ ପଡିଆରେ ବେଆଇନ ଭାବେ ଜନୈକ ଠିକାଦାର ଏକାଧିକ ଟ୍ରିପ ବାଲି, ଗୋଡି ଗଦାଇବାକୁ ନେଇ…