ଆଜିର ଖବର ବିଜେପି ମହିଳା ମୋର୍ଚ୍ଚାକୁ କାହିଁକି ଚୁଡି ଦେଖାଇଲେ କଂଗ୍ରେସ ନେତ୍ରୀ, ଜାଣନ୍ତୁ ଏହାର କାରଣ ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି ।…