ବିଶେଷ ଖବର ଗର୍ଭବତୀମାନଙ୍କ ସଚେତନତା ପାଇଁ ଓଆସିସ୍ ଫର୍ଟିଲିଟି ପକ୍ଷରୁ ଆୟୋଜିତ ହେଲା ସମୁହ ବେବି ସାୱର ଭୁବନେଶ୍ୱର: ବିବାହର ଏକ ବର୍ଷ ପରେ ମଧ୍ୟ ଗର୍ଭଧାରଣରେ ଅକ୍ଷମତା ପରିଲକ୍ଷିତ ହେବା ନିଃସନ୍ତାନର ଲକ୍ଷଣ ହୋଇପାରେ। ବର୍ତ୍ତମାନ ୧୫ ପ୍ରତିଶତ ଭାରତୀୟ ଏହାର ଶିକାର ହେଉଛନ୍ତି।…