ଓଏଏସ ପରୀକ୍ଷାରେ ବାଣପୁର ଝିଅ

ବାଣପୁର( ସୀତାରାମ ଅଗ୍ରୱାଲ): ଆଜି ପ୍ରକାଶ ପାଇଛି ଓଡ଼ିଶା ସିଭିଲ ସର୍ଭିସ ୨୦୨୨ ରେଜଲ୍ଟ। ଏଥିରେ ବାଜିମାତ କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ଝିଅ ଶିବାନୀ…