ଆଜିର ଖବର ଓପିଜିସି ସେୟାରକୁ ଅଧିଗ୍ରହଣ କରିବ ଓଏଚପିସି, ସିସିଆଇ ଦେଲା ଅନୁମୋଦନ ନୂଆଦିଲ୍ଲୀ, ପ୍ରତିଯୋଗିତା ନିୟମ, ୨୦୦୨ ର ଧାରା ୩୧ (୧) ଅନୁଯାୟୀ ଓଡିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ଦ୍ୱାରା ଓଡିଶା ପାୱାର୍ ଜେନେରେସନ୍ କର୍ପୋରେସନ୍…