ଆଜିର ଖବର ଓରମାସ ସହ ଅନୁବନ୍ଧନ ମାଧ୍ୟମରେ ଓଡ଼ିଶାଭିତ୍ତିକ ବ୍ୟବସାୟର ପହଂଚ ବୃଦ୍ଧି କରିବ ଜିଇଏମ୍ ଭୁବନେଶ୍ୱର: ଭୁବନେଶ୍ୱରରେ ଓଡ଼ିଶା ଗ୍ରାମୀଣ ଉନ୍ନୟନ ଓ ବିପଣନ ସୋସାଇଟି (ଓରମାସ) ସହ ସରକାରୀ ଇ -ମାର୍କେଟପ୍ଲେସ୍ (ଜିଇଏମ୍) ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଓଡ଼ିଶା ସରକାରଙ୍କ…