ଆଜିର ଖବର ଆଜିଠାରୁ ତିନି ଦିନ ଧରି ରଜ ପାଳିବେ ମା’ ଭଗବତୀ, ଜାଣନ୍ତୁ କଣ ରହିଛି କାର୍ଯ୍ୟକ୍ରମ ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପହିଲି ରଜ। ଓଡ଼ିଶାର ଗଣ ପର୍ବ। ଘରେ ଘରେ ରଜ ପିଠା ରଜ ପାନର ମହକ, ରଜ ଦୋଳିର କେଁକଟର ଶବ୍ଦ…