ଆଜିର ଖବର ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କୁ ସଂଯୁକ୍ତ ଏବଂ ସୁରକ୍ଷିତ ରଖୁଛି ଜିଓ ନେଟୱାର୍କ ଭୁବନେଶ୍ୱର: ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ଅଞ୍ଚଳର ମତ୍ସ୍ୟଜୀବୀମାନଙ୍କ ପାଇଁ ସମୁଦ୍ର ସର୍ବଦା ଅନିଶ୍ଚିତତାର ସ୍ଥାନ ହୋଇ ରହିଆସିଛି। ପାରାଦୀପରୁ ବାହାରୁଥିବା ଏକ ଡଙ୍ଗା ଭରପୂର…