ଆଜିର ଖବର ଓଡ଼ିଶା ବଜେଟ୍ ୨୦୨୫-୨୬: କୃଷି ପାଇଁ ୧୪୮୬୧ କୋଟି ବ୍ୟୟ ବରାଦ, ଶ୍ରୀଅନ୍ନ ଯୋଜନା ପାଇଁ ୬୦୦ କୋଟି ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ରାଜ୍ୟ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି। ରାଜ୍ୟରେ ଚାଷୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶେଷ ଗୁରୁତ୍ଵ ଦେଇଛନ୍ତି। ରାଜ୍ୟରେ…