ଆଜିର ଖବର ଇନ୍ଦ୍ରାବତୀରୁ ଭୁବନେଶ୍ବରକୁ ବସ ସେବା ଆରମ୍ଭ ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଡି ବ୍ଲକ ଇନ୍ଦ୍ରାବତୀରୁ ଭୁବନେଶ୍ୱରକୁ ଓଡ଼ିଶା ରାଜ୍ୟ ପରିବହନ ପକ୍ଷରୁ ବସ ସେବା ସେବା ଆରମ୍ଭ ହୋଇଛି। ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବି…