ବିଶେଷ ଖବର ଆନୁଗତ୍ୟ ଓ ଚାଟୁକାରିତା କାରଣରୁ ଉଚ୍ଚ ପଦବୀକୁ ଯାଉଥିବା ଓଡିଆଙ୍କୁ ନେଇ ଗର୍ବ କରିବାର ସେମିତି କିଛି କାରଣ ସତରେ ଅଛି କି? କେଦାର ମିଶ୍ର ଆଉ ଜଣେ ଓଡିଆ ଏବେ ଗୋଟେ ବଡ ସାମ୍ବିଧାନିକ ପଦ ପାଇବାକୁ ଯାଉଛନ୍ତି। ଦେଶର ପ୍ରଥମ ଓଡିଆ ଭାବରେ ଗିରିଶ ଚନ୍ଦ୍ର ମୁର୍ମୁ ଦେଶର…