ଆଜିର ଖବର ଓଡିଆ ଗଣମାଧ୍ୟମ ଜଗତରେ ସାମିଲ ହେଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଭୁବନେଶ୍ବର: ଓଡିଶା ଗଣମାଧ୍ୟମ ଜଗତରେ ସାମିଲ ହେଲେ ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ। ଆଜି ତାଙ୍କ ସଂପାଦିତ ସାପ୍ତାହିକ ସମ୍ବାଦପତ୍ର ‘ଜନବାର୍ତ୍ତା’…