ଜାତୀୟ ଖବର ଜାତୀୟ ଚଳଚିତ୍ର ପୁରସ୍କାର ପାଇଁ ମନୋନିତ ହେଲେ ଓଡିଆ ସିନେ ଲେଖକ ସୂର୍ଯ୍ୟ ଦେଓ ଭୁବନେଶ୍ବର: ଆଜି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ୬୮ତମ ଜାତୀୟ ଚଳଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାର ସିନେ ଲେଖକ, ଗବେଷକ ତଥା…